ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ବାଜିମାତ୍

ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ସଫଳତା। କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସ୍-ଟୁ ୨୦୧୯ ମହିଳା ବର୍ଗରେ ଟପ୍ପର୍ ହୋଇଛନ୍ତି ଅଦିତି ପରିଡ଼ା। ପ୍ରଥମ ଓଡ଼ିଆ ଝିଅ ଭାବେ ଅଦିତିଙ୍କୁ ଏହି ସଫଳତା ମିଳିଛି। ଅଦିତିଙ୍କ ବାପା ଜଣେ ଆର୍ମି ବ୍ରିଗେଡିଅର ଥିବା ସୂଚନା ମିଳିଛି। ସିଡିଏସ୍-ଟୁରେ କୃତକାର୍ଯ୍ୟ ୬୭ ଜଣ ମହିଳା ପରୀକ୍ଷାର୍ଥୀ ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମିରେ ସର୍ଟ ସର୍ଭିସ୍ କମିଶନ୍ ଓ୍ୱିମେନ୍ ନନ୍ ଟେକ୍ନିକାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Spread the love