ଓଡ଼ିଆ ଯୁବ ଶକ୍ତି ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର, ୧୬/୦୪: ଯେତେବେଳେ ଲକଡାଉନ ସମୟରେ ଲୋକେ ଖାଇବା ପାଇଁ ଯେମିତି ଅଭାବ ନ ଦେଖାଯିବ ସେନେଇ ସରକାରଙ୍କ ସହ ତାଳ ଦେଇଛି (ଓଡ଼ିଆ ଯୁବ ଶକ୍ତି ) । ଆଜି ଭୁବନେଶ୍ୱର ମହାରାଜା ହଲ ପାଖରେ ଥିବା ବସ୍ତି ବାସିନ୍ଧା ଙ୍କୁ ଓଡ଼ିଆ ଯୁବ ଶକ୍ତି ତରଫରୁ ପ୍ରତେକ ଲୋକଙ୍କୁ 2kg ଚାଉଳ 300gm ଡାଲି ଆଉ ଅଣ୍ଡା ବଣ୍ଟନ କରାଯାଇଛି ଓଡ଼ିଆ ଯୁବ ଶକ୍ତି ର କିଛିଜଣ କର୍ମକର୍ତା ଏଥିରେ ଯୋଗ ଦେଇଥିଲେ । ଏଥିରେ ପ୍ରମୁଖ ଶ୍ରୀ ଦୁର୍ଗା ମାଧବ ମହଲା, ଜ୍ୟୋତି ରଞ୍ଜନ ସାମଲ, ମାନସ କୁମାର ପଟ୍ଟନାୟକ, ମଢୁଛନ୍ଦା ପ୍ରଧାନ, ଅଭିଷେକ ପରିଡା, ଜୀବନ ରାଉତ, ରାଜେନ୍ଦ୍ର ଦଳେଇ, ଅଶୋକ କୁମାର ଜେନା, ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

  ଏ ମାନଙ୍କ କହିବ ଅନୁଯାଇ ପ୍ରତେକ ଦିନେ ଛଡା ଦିନେ ଏଭଳି ଖାଦ୍ୟ ସାମଗ୍ରୀ ଲକମାନଙ୍କୁ ଯୋଗାଇବେ ! ଏଥିସହ (ଓଡ଼ିଆ ଯୁବ ଶକ୍ତି )କୁ ସମର୍ଥନ ର ହାତ ବଢାଇବାକୁ 9583953363 ରେ ଯୋଗାଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

Spread the love