ଓଡ଼ିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର

ଭୁବନେଶ୍ୱର, ୫/୨/:ଓଡ଼ିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର। ପ୍ରଥମ ଥର ପାଇଁ ଦେଶରେ ଏହି ଅନୁସନ୍ଧାନ କେନ୍ଦ୍ର ଖୋଲିବ। ଗବେଷଣା କେନ୍ଦ୍ର ଦ୍ୱାରା ବଜ୍ରାଘାତ ସମ୍ବନ୍ଧରେ ଆହୁରି ସଠିକ ତଥ୍ୟ ମିଳି ପାରିବ।

ଏନେଇ ଭୂବିଜ୍ଞାନ ପକ୍ଷରୁ ନିଷ୍ପତି ନିଆଯାଇଛି।ବାଲେଶ୍ୱରରେ ବଜ୍ରାଘାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପାଇଁ ଯୋଜନା ହେଉଥିବା ସୂଚନା ରହିଛି। ବଜ୍ରାଘାତର ସଠିକ ଆକଳନ ଦ୍ୱାରା ଧନଜୀବନ ରକ୍ଷା କରାଯାଇ ପାରିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ସୂଚନା ଦେଇଛନ୍ତି। ବଜ୍ରାଘାତର ନିର୍ଭୁଲ ତଥ୍ୟ ପାଇଁ ବଜ୍ରାଘାତ ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି।

Spread the love