ଫେବ୍ରୁଆରୀ ୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ

ଫେବ୍ରୁଆରୀ ୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ ।  ଦାବି ପୂରଣ ନହୋଇଥିବାରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବି କରିଛନ୍ତି ।୨୦୨୧ରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଥିବା ଅଭିଯୋଗ ରହିଛି । ଓଏମଏଚଏସ କ୍ୟାଡର ଡାକ୍ତରଙ୍କ ପୁନଃର୍ବିନ୍ୟାସ ଦାବି ରହିଛି । ସେହିପରି ଅସ୍ଥାୟୀ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ ଦାବି ।

Spread the love