ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡ଼ି ସାଂସଦ

ନୂଆଦିଲ୍ଲୀ, ୧୩/୦୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ସାଂସଦମାନଙ୍କୁ ରାଷ୍ଟାପତି ଭବନରେ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି । କଟକ ସାଂସଦ ଭର୍ତ୍ତୁହରୀ ମହତାବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଲାଙ୍ଗୀର ସାଂସଦ ସ୍କ୍ସିଙ୍ଗ ଦେଓ, ସମ୍ବଲପୁର ସାଂସଦ ନୀତେଶ ଗାଙ୍ଗଦେବ, କୋରାପୁଟ ସାଂସଦ ଉପସ୍ଥିତ ଥିଲେ।

Spread the love