ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ

ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ। ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ।
ଲକ୍‌ଡାଉନ୍‌ ଓ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ନଜରରେ ରଖି ଓଜେଇଇ ପକ୍ଷରୁ ଏଭଳି ପଦେକ୍ଷପ ନିଆଯାଇଛି। OJEE ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread the love