ଗତକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)  ଜୁଲାଇ ୪ରୁ ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିଥିଲା।ଏଥର  ୫୭,୯୧୮ ଜଣ ଛାତ୍ରୀଛାତ୍ର ଓଜେଇଇ ପରୀକ୍ଷା ଦେଇଥିଲେ।ତେବେ ଏହାର ଫଳ ଗତକାଲି ଦିନ ସାଢ଼େ ୧୧ଟାରେ ପ୍ରକାଶ ପାଇବ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏହି ପରୀକ୍ଷାଫଳ ଘୋଷଣା କରିବେ। ଅପରପକ୍ଷେ ଛାତ୍ରୀଛାତ୍ରମାନେ ojee.nic.in. ରେ ସେମାନଙ୍କ  ପରୀକ୍ଷାଫଳ ଦେଖିପାରିବେ।

Spread the love