କରୋନାରେ ଆଉ ଜଣେ ମୃତ

କରୋନା ନେଲା ଆଉ ଏକ ମୁଣ୍ଡ। କୋଟାୟାମରେ କରୋନା ଭାଇରସ୍ ରେ  ଜଣେ ୬୮ ବର୍ଷ ର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।  COVID-19 ସଂକ୍ରମଣ ସନ୍ଦେହରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  

ଅଧିକାରୀଙ୍କ କହିବା ଅନୁସାରେ କରୋନା ସନ୍ଦେହରେ ବୃଦ୍ଧଙ୍କୁ କୋଟାୟାମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି।  ଜଣେ ଅଧିକାରୀଙ୍କ କହିବା ଅନୁସାରେ, “ତାଙ୍କ ପୁଅ ଫେବୃଆରୀ ୨୯ ରୁ ମାର୍ଚ୍ଚ ୮ ମଧ୍ୟରେ ଚେଙ୍ଗାଲାମରୁ ଆସିଥିବା COVID -19 ରୋଗୀଙ୍କ ସହ  ଯୋଗାଯୋଗ କରିଥିଲେ।

Spread the love