ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ

ଆଜିଠାରୁ ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୩ଦିନ ମଧ୍ୟରେ ଶେଷ ହେବ ମୂଲ୍ୟାୟନ । ୭ଟି ଜିଲ୍ଲାର ୯ଟି କେନ୍ଦ୍ରରେ ହେବଖାତା ଦେଖା। କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀରେ ହେବ ଖାତା ଦେଖା । କୋଭିଡ ଗାଇଡ ଲାଇନ ଅନୁଯାୟୀ ୧୫ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ । ଏହା ସହିତ ରାଜ୍ୟର ୧୫ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ମାଟ୍ରିକ ଅଫଲାଇନ ପରୀକ୍ଷା । ଅଗଷ୍ଟ ଶେଷ ସୁଦ୍ଧା ଫଳ ପ୍ରକାଶନ ନେଇ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Spread the love