ଅନଲାଇନରେ ଶ୍ରୀକୃଷ୍ଣ ପୋଷାକ ପ୍ରତିଯୋଗିତା ଭାଗ ନେଇଛନ୍ତି ଏ. ଅଭିଳାଷ ପାତ୍ର

ଭୁବନେଶ୍ୱର : ଜନ୍ମାଷ୍ଟମୀ ଲାଗି ସ୍କୁଲରେ ଅନେକ ଛୋଟ ପିଲାମାନେ ଶ୍ରୀକୃଷ୍ଣ ପୋଷାକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାନ୍ତି l କିନ୍ତୁ କରୋନା ପାଇଁ ପ୍ରତେକ ସ୍କୁଲ ବନ୍ଦ ଅଛିl 

ଅନଲାଇନରେ ପ୍ରତେକ ପ୍ରତିଯୋଗିତା ହୋଇପାରୁଛି..ଏ. ଅଭିଳାଷ ପାତ୍ର, UKG-ଏ, ପ୍ରଭୁଜୀ ଇଂଲିଶ ମେଡ଼ିୟମ ସ୍କୁଲ ଜନ୍ମାଷ୍ଟମୀ ପାଇଁ ପ୍ରତିଯୋଗିତାରେ ଶ୍ରୀକୃଷ୍ଣ ପୋଷାକ ଘରେ ଫୋଟୋ ଉଠେଇ ସ୍କୁଲକୁ ପଠାଇଲେ.ଘରେ ବିଭିନ୍ନ ଶ୍ରୀକୃଷ୍ଣ ପୋଷାକରେ ଫୋଟୋ ଉଠେଇ ସ୍କୁଲକୁ ପଠାଇ ଦିଆଯାଉଛିl

ସ୍କୁଲ କ୍ରତୃପ୍ରକ୍ଷ ଛୋଟ ପିଲାମାନେ ଶ୍ରୀକୃଷ୍ଣ ପୋଷାକ ଫୋଟୋ ଦେଖି ବିଜେତା ଘୋଷଣା କରିଥାନ୍ତିl

Spread the love