ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ପଂଚାୟତ ସ୍ତରୀୟ ମହାସଭା

ସଇଁନ୍ତଲା, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ପଂଚାୟତ ଜଳିଆ ଖେଳ ପଡିଆ ଠାରେ ଆଜି ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ପଂଚାୟତ ସ୍ତରୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଓପଢ଼କଣ, ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

ଶିବ ପ୍ରସାଦ ସାହୁ ଙ୍କ ସଭ୍ୟପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ନାରାୟଣ ସାହୁ ମଞ୍ଚ ପରିଚଳାନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅହଲ୍ୟା ସାହୁ ଯୋଗଦେଇ ଥିବା ବେଳେ ବରିଷ୍ଠ ଶିକ୍ଷକ ବରୁଣ ସାହୁ ମୁଖ୍ୟଵକ୍ତା, ସମିତି ସଭ୍ୟା ବନୀତା ସାହୁ, ସଇଁନ୍ତଲା ପଂଚାୟତ ସଭାପତି ଛବିଲାଲ ସାହୁ, ସମ୍ପାଦକ ଭୀଷ୍ମ ସାହୁ,


ଆବାହକ କୃଷ୍ଣ ଚନ୍ଦ୍ର ସାହୁ, ସଂଯୋଜକ ଟଙ୍କଧର ସାହୁ, ଉପ-ସଭାପତି ହରି ବନ୍ଧୁ ସାହୁ, ଆତ୍ମା ଅଧ୍ୟକ୍ଷ ହେମନ୍ତ ସାହୁ,
ମିଡ଼ିଆସେଲ ସଂଯୋଜକ ଅଜିତ କୁମାର ସାହୁ,ଟିପେଶ୍ୱର ସାହୁ, ଗଦା ଧର ସାହୁ, , ତ୍ରିନାଥ ସାହୁ, ନାଏବ ସରପଞ୍ଚ ବିଶି ସାହୁ, ସର୍ଗିପାଳିଗାଁର ସଭାପତି ହୃଷିକେଶ ସାହୁ,ଗୁର୍ଲାମାଲ ଗାଁର ସଭାପତି ରୁକୁଣ ସାହୁ, ବାଞ୍ଜିବାହାଳି ସଭାପତି ଭକ୍ତ ବନ୍ଧୁ ସାହୁ, ରବି ସାହୁ, ଭୈରବ ସାହୁ,


ସତ୍ୟ ନାରାୟଣ ସାହୁ, ଲକ୍ଷ୍ମଣ ସାହୁ, ଅଭିରାମ ସାହୁ, ଭୁକରଧନ ସାହୁ, ବିଶ୍ୱନାଥ ସାହୁ, ହେମନ୍ତ ସାହୁ, ବିନୋଦ ସାହୁ, ନିରଂଜନ ସାହୁ, ଅଲେଖ ସାହୁ, ଭରତ ସାହୁ, ଦୁର୍ଯ୍ୟୋଧନ ସାହୁ, ରମାକାନ୍ତ ସାହୁ
ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ, ଉନ୍ନତି ଦିଗରେ ବର୍ତମାନ ସମୟରେ ସାହୁ ସମାଜ ଅନେକ ଆଗକୁ ଯାଇଥିବା ବେଳେ ଭାଇ ଚାରା ରହିବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ l

ପଂଚାୟତ ସ୍ତରୀୟ ସଭାପତି ଭାବେ ଟିପେଶ୍ୱର ସାହୁ, ଉପ ସଭାପତି ପିତାମ୍ବର ସାହୁ, ସମ୍ପାଦକ ରୁକ୍ମଣ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତିl ଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love