ପାକିସ୍ତାନ ମୁହାଁ ବାତ୍ୟା ‘ସାହିନ’, ଭାରତକୁ ଟଳିଲା ବିପଦ

ଭୁବନେଶ୍ୱର: ପାକିସ୍ତାନ ମୁହାଁ ବାତ୍ୟା ‘ସାହିନ’ । ଭାରତ ପାଇଁ ନାହିଁ ବିପଦ । କରାଚିରେ ମାଡ଼ ହେବା ସମ୍ଭାବନା । ଆଜି ନେବ ବାତ୍ୟା ରୂପ । କାଲି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବ । ଗତ ୪୦ ବର୍ଷ ମଧ୍ୟରେ ବଙ୍ଗୋପସାଗରରୁ ଆରବ ସାଗରକୁ କୌଣସି ବାତ୍ୟା ଯାଇନଥିଲା । ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ଏବେ ଆରବ ସାଗରରେ ପୁନର୍ଜନ୍ମ ନେଇ ପୁଣି ବାତ୍ୟା ରୂପ ନେଉଛି । ଏହା ଜଳବାୟୁ ପରିବର୍ତ୍ତନର କାରଣ ବୋଲି କୁହାଯାଉଛି ।

Spread the love