୧୦ ବର୍ଷ ପରେ ପାରାଦୀପକୁ ଆସିଲା ଯାତ୍ରୀବାହୀ ଜାହାଜ

୧୦ ବର୍ଷ ପରେ ପାରାଦୀପକୁ ଆସିଲା ଯାତ୍ରୀବାହୀ ଜାହାଜ l ୧୨୦ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଆସିଛି, ଯାଜପୁରର ଲଳିତଗିରି ଓ ରତ୍ନଗିରି ବୁଲିବେ ପର୍ଯ୍ୟଟକ l

Spread the love