ଦିବ୍ୟାଙ୍ଗଙ୍କ ନାମାଙ୍କନ ପତ୍ର ନାକଚ

ନୂଆପଡ଼ା: ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଦିବ୍ୟାଙ୍ଗ ଶାନ୍ତିଲାଲ ଶବର। ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଶାନ୍ତିଲାଲଙ୍କ ଘର। ଶନିବାର ପ୍ରାର୍ଥୀପତ୍ର ଦାଖଲ କଲେ  କିନ୍ତୁ  ନାକଚ ହୋଇଯାଇଥିଲା ପ୍ରାର୍ଥୀପତ୍ର ।ଏହାର ପ୍ରତିବାଦରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିବା ଜଣାଯାଇଛି।

Spread the love