ଜାମ୍ମୁ କାଶ୍ମୀର ପାଇଁ ବଡ଼ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ସରକାର

ଶ୍ରୀନଗର: ଜାମ୍ମୁ କାଶ୍ମୀର ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଜାମ୍ମୁ କାଶ୍ମୀର ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାମ୍ମୁ କାଶ୍ମୀର ବିକାଶ ପାଇଁ ୮୦ ହଜାର କୋଟି ଘୋଷଣା ।

Spread the love