ବେଙ୍ଗାଲୁରୁରେ ଏସିଆର ସବୁଠୁ ବଡ଼ ଏୟାର ସୋ : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

 ବେଙ୍ଗାଲୁରୁରେ ଆଜି ଏସିଆର ସବୁଠାର ବଡ ଏୟାର ଶୋ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ୫ ଦିନ ଧରି ଚାଲିବାକୁ ଥିବା ଏହି ଏୟାର ସୋରେ ୯୮ଟି ଦେଶର ପାଖାପାଖି ୮୦୯ଟି ଡିଫେନ୍ସ କମ୍ପାନୀ ସାମିଲ ହୋଇଛନ୍ତି । ଏଥିରେ ବଭିନ୍ନ ପ୍ରକାରର ମିଲିଟାରୀ ଏୟାରକ୍ରାପ୍ଟ, ହେଲିକପ୍ଟର, ଉନ୍ନତ ମାନର ଉପକରଣ ପ୍ରଦର୍ଶନ କରାଯାଇଛି ।

Spread the love