ମାଟ୍ରିକ ପରୀକ୍ଷାର ପ୍ରାକ୍ଟିସ ଟେଷ୍ଟ

ମାଟ୍ରିକ ପରୀକ୍ଷାର ପ୍ରାକ୍ଟିସ ଟେଷ୍ଟ । ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷାର ପ୍ରାକ୍ଟିସ ଟେଷ୍ଟ କରାଯାଉଛି । ଆଜି ରହିଛି ପ୍ରଥମ ଭାଷା ଓ ଦ୍ୱିତୀୟ ଭାଷାର ପ୍ରାକ୍ଟିସ୍‌ । www.bseodisha.nic.in ୱେବସାଇଟରେ ପ୍ରାକ୍ଟିସ ଟେଷ୍ଟ ଉପଲବ୍ଧ ହେଉଛି ।

ଆଜି, ଆସନ୍ତା ୨୭ ଓ ୨୮ ତାରିଖରେ ବିଭିନ୍ନ ବିଷୟରେ ପ୍ରାକ୍ଟିସ ଟେଷ୍ଟ କରାଯିବ । ଜିଲ୍ଲା ଶିକ୍ଷାଧିକାରୀମାନେ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିସ ଟେଷ୍ଟ କରାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜ୍‌ରା ।
Spread the love