ସରକାରଙ୍କ ଟାର୍ଗେଟରେ ୧୧୧ ଅଧ୍ୟାପକ

ଘରୋଇ ଟ୍ୟୁସନ କରୁଥିବା ଅଧ୍ୟାପକଙ୍କ ନାମରେ ଜରିହେବ ପରୱାନା । ଘରୋଇ ଟ୍ୟୁସନରେ ପାଠ ପଢାଉଥିବା ୧୧୧ ଜଣ ଅଧ୍ୟାପକ ଏବେ ସରକାରଙ୍କ ସ୍କାନରରେ । ଟାର୍ଗେଟରେ ଥିବା ଏହି ୧୧୧ ଜଣ ଅଧ୍ୟାପକଙ୍କୁ ଚିହ୍ନଟ ମଧ୍ୟ କରାଯାଇଥିବା ନେଇ ଜଣାପଡିଛି । ସରକାରଙ୍କ ଠାରୁ ଦରମା ନେଇ ଘରୋଇ ଟ୍ୟୁସନ ଓ ଘରୋଇ କଲେଜ ମାନଙ୍କରେ ପାଠ ପଢାଉଥିବା ଅଧ୍ୟାପକ ମାନଙ୍କ ଉପରେ ଖୁବ ଶୀଘ୍ର ନିଆଯାଇପାରେ କାର୍ଯ୍ୟନୁଷ୍ଠାନ ।

ସୂଚନା ଅନୁଯାୟୀ, ଏହି ଅଧ୍ୟାପକ ମାନେ ମୁଖ୍ୟତଃ କଟକ, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

Spread the love