RBI ନିର୍ଦ୍ଦେଶକୁ ବେଖାତିର କଲେ ଘରୋଇ ବ୍ୟାଙ୍କ : ଗ୍ରାହକ ନିରାଶ

ଭୁବନେଶ୍ୱର ,  କରୋନା ମୁକାବିଲା ପାଇଁ 21 ଦିନ ହୋଇଥିବା ଲକଡ।ଉ ଘୋଷଣା କରାଯାଇଛି। ଏହି ପରିପେକ୍ଷିରେ କିଛି ଦିନ ପୁର୍ବରୁ  RBI ଗୋଟେ ନିୟମବଳି ଜାରି କରିଥିଲା। ଏଥିରେ ସରକାରୀ ଏବଂ ଘରୋଇ ବ୍ୟାଙ୍କକୁ ଅନୁରୋଧ କରିଥିଲେ କି କୌଣସି ଗ୍ରାହକଠାରୁ ତିନି ମାସ ପାଇଁ କୌଣସି ବାଧ୍ୟତାମୂଳକ ଶୁଳ୍କ ଦେବାକୁ ପଡ଼ିବନି । କିନ୍ତୁ RBI ନିର୍ଦେଶ ପାଣିରେ ଗାର ପରି ଦେଖିବାକୁ ମିଳିଛି।    ଘରୋଇ ବ୍ୟାଙ୍କ ସେମିତି କିଛି କରୁନି । ଠିକ ସମୟ ଅନୁସାରେ ଯେଉଁ ତାରିଖରେ ପ୍ରତେକ ଥର ପରି EMI ବ୍ୟାଙ୍କରୁ କଟି ଥାଏ ସେହି ପରି କାଟି  କଟାଯାଉଛି। ପଚ।ରିଲେ  ତେବେ ଘରୋଇ ବ୍ୟାଙ୍କ ପକ୍ଷରୁ ଗୋଟିଏ କଥା କହୁଛନ୍ତି କି RBI  ନିର୍ଦେଶକ କୁ ଆମେ ସ୍ୱାଗତ କରୁଛୁ।  ପରନ୍ତୁ ଆମକୁ କୌଣସି ଲିଖିତ ଅନୁପମା ଆସିନି । ତେଣୁ ଠିକ ସମୟ ଅନୁସାରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଠୁ ଋଣ ନେଇଥିବା EMI କାଟି ଥାଉ ।

Spread the love