ରାଷ୍ଟ୍ରପତି କଲେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ସାରା ଦେଶରେ ପାଳିତ ହେଉଛି ଜାନୁଆରୀ 26 ଅର୍ଥାତ  ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ  ଧୁମଧାମରେ ପାଳନ ହୋଇଛି ୭୩ତମ ଜନରାଜ୍ୟ ଦିବସ ।ଦିଲ୍ଲୀରେ  ପତାକା ଉତ୍ତୋଳନ  କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Spread the love