୩୪୮ ପ୍ରାର୍ଥୀଙ୍କ ନାଁରେ ମାମଲା, ନିର୍ବାଚନ ଲଢ଼ୁଛନ୍ତି ୪୧୨ କୋଟିପତି

ଭୁବନେଶ୍ବର:   ସାଧାରଣ ନିର୍ବାଚନର ୪ ପର୍ଯ୍ୟାୟ ମତଦାନରେ ୧୨୮୫ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ଜଣାଯାଇଛି। ଏନେଇଏଡିଆର/ ଓଡ଼ିଶା ଇଲେକ୍ସନ ଓ୍ବାଚର ସାମ୍ବାଦିକ ସମ୍ମିଳନୀରେ ଅଧିକ ତଥ୍ୟ ପ୍ରଦାନ କରାଯାଇଛି। ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଥିବା ବେଳେ ୨୯୨ ଜଣଙ୍କ ନାଆଁରେ ଗୁରୁତର ମାମଲା ଅଛି। ୪ ଜଣ ଧର୍ଷଣ ମାମଲାରେ ଅଭିଯୁକ୍ତ ଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ଏଣେ ୭୦ ଜଣ ହତ୍ୟା ଉଦ୍ୟମ ମାମଲାରେ ଓ ୧୦ ଜଣ ପ୍ରାର୍ଥୀ ହତ୍ୟା କରିଥିବା ଅଭିଯୋଗ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Spread the love