ଉଡ଼ିଗଲା ପତିତପାବନ ବାନା

ଉଡ଼ିଗଲା ଶ୍ରୀମନ୍ଦିର ନୀଳଚକ୍ରରେ ଥିବା ପତିତପାବନ ବାନା। ମଧ୍ୟାହ୍ନରେ ଜୋରରେ ପବନ ବହିବାରୁ ବାନା ଉଡ଼ିଯାଇଥିବା ସୂଚନା। ଉଡ଼ିଗଲା ଶ୍ରୀମନ୍ଦିର ନୀଳଚକ୍ରରେ ଥିବା ପତିତପାବନ ବାନା। ପୁଣି ବାନା ବନ୍ଧାଯିବା ନେଇ ଚୂନରା ସେବାୟତଙ୍କ ସୂଚନା। ଫୋନି ଭଳି ଅମ୍ଫନ ପୂର୍ବରୁ ମଧ୍ୟ ବାନା ଉଡ଼ିବା ନେଇ ଭିନ୍ନ ପ୍ରତିକ୍ରିୟା ଅମ୍ଫନ ପୂର୍ବରୁ ମଧ୍ୟ ବାନା ଉଡ଼ିବା ନେଇ ଭିନ୍ନ ପ୍ରତିକ୍ରିୟା।

Spread the love