ଆମ ପୁରୀ ସମୁଦ୍ର କୁଳ

ପ୍ରାୟ 10 କିଲୋମିଟର ଦୈର୍ଘ୍ୟ ଆମ ପୁରୀ ସମୁଦ୍ର କୁଳ। ତା ଭିତରୁ ପେଣ୍ଠକଟା ସମୁଦ୍ର କୁଳ ପ୍ରାୟ 2 କିଲୋମିଟର। ହେଲେ ଏହି 2 କିଲୋମିଟର ସମୁଦ୍ର ବେଳା ଭୂମି ପାଇଁ କାହାର2 ଦୃଷ୍ଟି ନାହିଁ। କେମିତି ଏହି ବେଳାଭୂମି ପୁରୀ ସହରର ସ୍ବର୍ଣ୍ଣାଭ ବେଳାଭୂମି ହୋଇ ପାରିବ ଦୟାକରି ଚେଷ୍ଟା କରନ୍ତୁ ।

Spread the love