ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା

ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତ ଛିଟା । ବଡ଼ ମହାସ୍ନାନ ନୀତି ସମ୍ପନ୍ନ । ସକାଳ ପ୍ରାୟ ୧୦ ଟା ୪୫ ସମୟରେ ଭିତରକାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ ଧୁଆଧୁଇ ହୋଇ ଚୂନ ପଡିବା ସହ ବଡ ମହାସ୍ନାନ ନୀତି ହୋଇଛି । ଏଥିପାଇଁ ଜଗାଦର୍ଶନ ଅଳ୍ପ କିଛି ସମୟ ପାଇଁ ବ୍ୟାହତ ହୋଇଛି ।

Spread the love