ଲୋକସଭାରେ ରେଳ ନେଟୱାର୍କ ପ୍ରସଙ୍ଗ

 

ଶ୍ରୀ ମହତାବ ଦର୍ଶାଇଥିଲେ ଯେ ବଡ଼ଧରଣର ବ୍ୟୟ ହେଉଥିଲେ ମଧ୍ୟ ଅନୁଦାନ ରାଶି ରେଳବାଇ ଖର୍ଚ୍ଚ କରିପାରୁନାହିଁ। ବଜେଟରେ ଓଡ଼ିଶା ରାଜ୍ୟ ସର୍ବାଧିକ ଅନୁଦାନ ପାଇଥିବାରୁ ଅନୁଦାନ ରାଶି କିପରି ଖର୍ଚ୍ଚ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ।

 

Spread the love