କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଦୁଃସ୍ଥାନସ୍ଥରବି ଓ ଶୁକ୍ର ପ୍ରଭାବରୁ ପ୍ରଶଂସା ବଦଳରେ ଅପଚର୍ଚ୍ଚିତହେବେ ।କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାରସହ ସମ୍ମୁଖୀନ ହୋଇକାମକରିପାରିବେ । ଶୁଭରଙ୍ଗଗ୍ରୀନ୍‍ ।ଶୁଭ ଅଙ୍କ ୬ ।

ଚାଷୀ- ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ- କାର୍ଯ୍ୟରେବ୍ୟସ୍ତରହିବେ ।
ବୃଷ–କେତୁନକ୍ଷତ୍ରସ୍ଥମଙ୍ଗଳହେତୁକର୍ମକ୍ଷେତ୍ରରେ କଷ୍ଟ ସ୍ୱୀକାରକରିବାକୁ ପଡିବ । ନିଜେ ଅସୁବିଧାରେଚଳୁଥିଲେ ମଧ୍ୟ ବନ୍ଧୁଙ୍କକାମରେ ଯଥାସାଧ୍ୟ ସାହାର୍ଯ୍ୟକରିବେ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୬ ।
ଗୃହିଣୀ- ନୂଆବସ୍ତ୍ରଲାଭହେବ ।
ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ ।
କର୍ମଜୀବି- କରତ୍‍କର୍ମାହେବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତିବଢାଇଥାଏ ।
ରୋଗୀ- ସାମାନ୍ୟସୁସ୍ଥ ଅନୁଭବକରିବେ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
ମିଥୁନ – ପରିବାରରେସ୍ନେହସହିଚ୍ଛା ପାଇବେ ।ଭୂମିସମ୍ପର୍କୀୟବିବାଦ ଠାରୁ ଦୂରରେରହିବାହିତକର ।ମନରେଉତ୍ସାହ ଆସିବ ।କେତେକବିଶେଷକାର୍ଯ୍ୟସହଜରେହାସଲକରିପାରିବେ ।ଶୁଭରଙ୍ଗଗ୍ରୀନ୍‍ ।ଶୁଭ ଅଙ୍କ ୭ ।
ଚାଷୀ- ଗୋବରକ୍ଷତରବ୍ୟବହାରକରିବାଉଚିତ୍‍ ।(ପରୀକ୍ଷିତ)
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତହେବେ ।
ବ୍ୟବସାୟୀ- ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ- ଘର କାମରେବ୍ୟସ୍ତରହିବେ ।
କର୍କଟ–କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କକିଛି ଆଶ୍ୱସ୍ତିସୂଚକକଥା ଶୁଣି ମନ ହାଲୁକାହୋଇଯିବ । ପାପଗ୍ରହଙ୍କକୁପ୍ରଭାବରୁ ଅନ୍ୟକୁସାହାର୍ଯ୍ୟକରିବାକୁ ଯାଇ ନିଜରକାମଟି ଅଟକିରହିଯିବ ।ଶୁଭରଙ୍ଗଲାଲ୍‍ ।ଶୁଭ ଅଙ୍କ ୮ ।
ଗୃହିଣୀ- ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ଗ୍ରୀନ୍‍ ରଙ୍ଗର ଆସନରେବସି ପଢନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଚାଷୀ- ଜୈବିକସାରମାଟିରେବ୍ୟବହାରଉଚିତ୍‍ ।
ସିଂହ –ବୌଦ୍ଧିକକାର୍ଯ୍ୟରେ ଅଧ୍ଚଳସଫଳତାମିଳିବ ।ଜିଦ ଓ କ୍ଷଣକୋପ ଯୋଗୁ ପାରିବାରିକ ଅଶାନ୍ତି ଆସିବ । ଉଚ୍ଚ ବର୍ଗସହିତସୁସମ୍ପର୍କରହିବ ।ଗୃହଉପକରଣକ୍ରୟକରିବେ ।ଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାଜନକହେବ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।
ଚାଷୀ- ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି- ଅର୍ଥ ହାନୀହେବ ।
ବ୍ୟବସାୟୀ- ସଫଳତାହାତଛଡାହୋଇଯିବ ।
ଗୃହିଣୀ- ସୁଖଭାରା ଦିନଟି ।
କନ୍ୟା–ଘାତଚନ୍ଦ୍ରଭୋଗହେତୁ ଦିନଟି ଅଶୁଭ ଫଳ ଦାୟକହୋଇପାରେ ।କାର୍ଯ୍ୟଉପଲକ୍ଷେ ଧନବ୍ୟୟଏବଂସାମାଜିକ ପ୍ରତିଷ୍ଠାଲାଭହେବ । ଦୂର ଯାତ୍ରାରେକ୍ଷତିହୋଇପାରେ ।ଶୁଭରଙ୍ଗମେରୁନ୍‍ ।ଶୁଭ ଅଙ୍କ ୯ ।
ଗୃହିଣୀ- ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବାଡିଲ୍‍, ପଳେଇ ଯାଇପାରେ ।
କର୍ମଜୀବି- କାର୍ଯ୍ୟକରି ପ୍ରଶଂସିତହେବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
ଚାଷୀ- ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।

ତୁଳା–ନିର୍ମାଣମୂଳକକାର୍ଯ୍ୟରେ ଅହେତୁକବିଳମ୍ବ ମନକୁଭାରାକ୍ରାନ୍ତ କରିବ । ପାରିବାରିକକ୍ଷେତ୍ରରେସମନ୍ୱୟରକ୍ଷାକରିପାରିବେ ।ସାମୟିକଭାବରେବିଶୃଙ୍ଖଳିତସ୍ଥିତି ଆସିବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୫ ।
ଚାଷୀ- ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ- ଘର କାମରେବ୍ୟସ୍ତରହିବେ ।
ବିଛା–କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇମନୋବଳବୃଦ୍ଧି ପାଇବ । ଆଲୋଚନା ପରିସରରେବନ୍ଧୁଙ୍କ ଯୁକ୍ତିକୁଗ୍ରହଣକରିବାକୁବାଧ୍ୟ ହୋଇପାରନ୍ତି ।ଶୁଭରଙ୍ଗକ୍ରୀମ୍‍ ।ଶୁଭ ଅଙ୍କ ୨ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।
ବ୍ୟବସାୟୀ- ସଦ୍‍ବ୍ୟବହାରକରନ୍ତୁ ।
କର୍ମଜୀବି- ଜଳଯାତ୍ରାମନା ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
ରୋଗୀ- ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ- ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ଧନୁ –ଅର୍ଥାଭାବକାରଣରୁକେତେକକାର୍ଯ୍ୟସ୍ଥଗିତରଖିବାକୁବାଧ୍ୟ ହେବେ ।ବନ୍ଧୁ, ପ୍ରିୟଜନମାନେ ସହଯୋଗ ଅବ୍ୟାହତରଖିବେ ।ମଙ୍ଗଳଉତ୍ସବରେସକ୍ରିୟ ଅଂଶଗ୍ରହଣକରିବେ ।ଶୁଭରଙ୍ଗଗ୍ରୀନ୍‍ ।ଶୁଭ ଅଙ୍କ ୧ ।
ଚାଷୀ- ଚାଷରେଉନ୍ନତି ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀହେବ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ- ଘର କାମରେବ୍ୟସ୍ତରହିବେ ।

ମକର–ସମଷ୍ଟିଗତକାର୍ଯ୍ୟରେନେତୃତ୍ୱଗ୍ରହଣକରିବେ । ଆବଶ୍ୟକତାଠାରୁ ଅଧିକବ୍ୟୟଭାର ମଧ୍ୟ ପଡିବ । ପରିବାରର ସଦସ୍ୟମାନେ ସହଯୋଗ ପ୍ରଦାନ କରିବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।
ଗୃହିଣୀ- କାର୍ଯ୍ୟରେବ୍ୟସ୍ତରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବାଡିଲ୍‍କୁହାତଛଡାକରନ୍ତୁ ନାହିଁ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
ରୋଗୀ- ସାମାନ୍ୟସୁସ୍ଥ ଅନୁଭବକରିବେ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
କୁମ୍ଭ -ମାନସିକ ଦୁଃଖ ଅନୁଶୋଚନ ଲାଘବହେବ । ଦେହ ସୁସ୍ଥରହିବ । ନୂତନ ଉଦ୍ୟମକୁସଫଳକାର୍ଯ୍ୟରୂପ ଦେଇପାରିବେ । ଦୟା ଧର୍ମ, ଭାବବଢିବ ।ଗୁରୁ ଦେବତାବ୍ରାହ୍ମଣଭକ୍ତିରହିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।
ଚାଷୀ- ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।
ମୀନ – ଶୁଭ ଦିନଟିଏ ।କିଛିଲୋକଙ୍କୁ ଆପଣାରକରିବେ । ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ପରିବାରରେଉତ୍ତମବୁଝାମଣାରହିବ ।ସାହିତ୍ୟ ଗଠନ ଓ ଆଧ୍ୟାତ୍ମିକରୁଚି ଅଧିକହେବ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୫ ।
କର୍ମଜୀବି- ଉନ୍ନତିରମାର୍ଗମିଳିବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
ବ୍ୟବସାୟୀ- ଅର୍ଥ ଲାଭହେବ ।
ଗୃହିଣୀ- ଘର କାମରେବ୍ୟସ୍ତରହିବେ ।
ରୋଗୀ- ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ- କୀଟ ନାଶକରସଠିକ୍‍ସମୟରେବ୍ୟବହାରକରନ୍ତୁ ।

Spread the love