ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ

ମେଷ: ପାରିବାରିକ ଜୀବନରେ ଆଶାଜନକ ଫଳ ପ୍ରାପ୍ତିହେବ । କାରବାରରେ ସୁଧାର ଆସିବ।

ବୃଷ: ବନ୍ଧୁବାନ୍ଧବ ଆଗକୁ ବଢିବାରେ ସାହାଯ୍ୟ କରିବେ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ମେଷ: ବ୍ୟବସାୟରେ ଲାଭ ମିଳିବ। ସନ୍ତାନମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେବ। ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ବୃଷ: ଉତ୍ତମ ବ୍ୟବହାର ଦ୍ୱାରା…

ମିଥୁନ: କୌଣସି ନୂତନ କର୍ମ କରିବାକୁ ଚାହିଁଥିଲେ ବିଜୟୀ ହେବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ

କର୍କଟ: ବ୍ୟବସାୟ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତ ହେବ । ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ। ସନ୍ତାନର ସଫଳତାକୁ ଦେଖି ଖୁସି ଅନୁଭବ କରିବେ।

ସିଂହ: କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ମିଳିବ । ଭାଇ ଭଉଣୀଙ୍କ ସହ ମନୋମାଳିନ୍ୟ ଦୂର ହେବ। ଯେ କୌଣସି କାର୍ଯ୍ୟକୁ ସହଜରେ ସମାଧାନ କରିପାରିବେ।

କନ୍ୟା: ଆର୍ଥିକ ସମସ୍ୟା ସମାଧାନ ଫଳରେ ମନ ଖୁସି ରହିବ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ଶତ୍ରୁମାନେ କୌଣସି କ୍ଷତି କରିପାରିବେ ନାହିଁ

ତୁଳା: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି।

ବିଚ୍ଛା: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ଧନୁ: ଉଚ୍ଚ କର୍ତ୍ତୃପକ୍ଷଙ୍କର ସହାନୁଭୂତି ଲାଭ କରିବେ। ଜୀବନକୁ ଉପଭୋଗ କରିବା ସହ ପ୍ରତିଯୋଗିତାରେ ସଫଳ ହେବେ।

ମକର: ବିବାହ ସ୍ଥିର ହୋଇପାରେ। ପରୋପକାର ସହ ଶତ୍ରୁ ଦମନ କରିବାରେ ସଫଳ ହେବେ।

କୁମ୍ଭ: ମାନ-ସମ୍ମାନ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଧନପ୍ରାପ୍ତି ଯୋଗ ରହିଛି।

ମୀନ: ପଡ଼ୋଶୀମାନେ ଦୂରେଇ ଯିବା ସହ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବ।

Spread the love