ଆଜିର ରାଶିଫଳ:କେମିତି କଟିବ ଦିନ

ମେଷ – ଶ୍ରମ ସାର୍ଥକ ହେବ । ପାରିବାରିକ ସୁଖ ଓ କାର୍ଯ୍ୟରେ ସଫଳତା ମିଳିବ । ସୁଖ-ସମ୍ଭୋଗ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସରକାରୀ ଧନ ମିଳିପାରେ । ଗୁଣଜ୍ଞ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।ଛାତ୍ରଛାତ୍ରୀମାନେ କ୍ରୀଡାରେ ମନ ଦେବେ ।କର୍ମଜୀବୀ ପ୍ରଶଂସିତ ହେବେ ।ବ୍ୟବସାୟୀରେ ଅର୍ଥ ହାନୀ ହୋଇପାରନ୍ତି । ଗୃହିଣୀମାନେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ – ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ । ଧନବାନ୍ ହୋଇପାରନ୍ତି । ମହିଳାମାନଙ୍କ କାର୍ଯ୍ୟରେ ସହାୟତା କରିବେ । ଧର୍ମକ୍ରିୟାରତ ଓ ପରାମର୍ଶଦାତା ହେବେ । ମନୋଜ୍ଞ ହୋଇପାରନ୍ତି ।  ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩।ଛାତ୍ରଛାତ୍ରୀମାନେ ବିଜ୍ଞ ହେବେ ।କର୍ମଜୀବୀ ଲୋକେ  କାର୍ଯ୍ୟରେ ବ୍ୟସ୍ତ ରହିବେ ।ଗୃହିଣୀମାନେ ଧାର୍ମିକ ହେବେ ।

ମିଥୁନ – ଶ୍ରେଷ୍ଠ କର୍ମରେ ନିୟୋଜିତ ସହ ସଙ୍ଗୀତ ମିତ୍ରଙ୍କ ଆଗ୍ରହୀ ହେବେ । କର୍ମାନୁରକ୍ତ ଏବଂ ଧନଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ସରକାରୀ ମାନ୍ୟତା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧। ଚାଷୀ କର୍ମରେ ଲାଭଜନକ ହେବ ।ରୋଗୀମାନେ ବ୍ୟାୟାମ୍ କରିବା ଉଚିତ୍ । ଛାତ୍ରଛାତ୍ରୀ ପାଠପଢାରେ  ସଜାଗ ରହିବେ ।କର୍ମଜୀବୀ  କାର୍ଯ୍ୟ ତତ୍ପର ହେବେ । ବ୍ୟବସାୟରେ ଅର୍ଥ ହାନୀ ହେବ ।

 କର୍କଟ – ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତି ଲାଭ ହୋଇପାରେ । କାର୍ଯ୍ୟରେ ଉନ୍ନତି ଘଟିବ । ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ । ଚାଷୀ ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ସିଂହ – ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ । ଅଜାତଶତ୍ରୁ ଏବଂ ସରକାରୀ ସ୍ତରରେ ସମ୍ମାନିତ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ । ରୋଗୀମାନେ ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି । ଛାତ୍ରଛାତ୍ରୀ ସାଠରେ ମନ ଦେବେ ।କର୍ମଜୀବୀମାନଙ୍କୁ ଉନ୍ନତିର ମାର୍ଗ ମିଳିବ ।

କନ୍ୟା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହାକି ଆପଣ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ, ମାତ୍ର ଏହା ବିଳମ୍ବିତ ହୋଇପାରେ । ବହୁ ଧନ ସହିତ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ । ଚାଷ କରୁଥିବା  ବ୍ୟକ୍ତି  ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।କର୍ମଜୀବୀ  ସମ୍ମାନିତ ହେବେ । ବ୍ୟବସାୟରେ ଅର୍ଥ ଲାଭ ହେବ ।ଗୃହିଣୀମାନେ ସଜାସଜିରେ ବ୍ୟସ୍ତ ରହିବେ ।

ତୁଳା – ନିଜେ କଳହମୁକ୍ତ ହେବା ପାଇଁ ଚେଷ୍ଟା କରିବେ । କର୍ମତତ୍ପରତା ପ୍ରକାଶ ପାଇବ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ଶତ୍ରୁ ଦମନ କରିପାରନ୍ତି । ଧନ ଭୋଗର ସୂଚନା ମିଳୁଛି। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ । ରୋଗୀଙ୍କ  ସ୍ୱାସ୍ଥ୍ୟ ଅତୁଟ ରହିବ । ଛାତ୍ରଛାତ୍ରୀ ସାଠରେ ମନ ଦେବେ। ନୂଆ ବ୍ୟବସାୟଙ୍କର ଲାଭ ହେବ । ଗୃହିଣୀମାନେ ସୁଖୀ ହେବେ ।

ବିଛା – ସମ୍ମାନିତ ଓ ଶତ୍ରୁ ପରାଜିତ ହେବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଆଶା ଫଳବତୀ ହେବ । ବନ୍ଧୁ ମିଳନ ଘଟିପାରେ । ଧନ ଲାଭର ସୂଚନା ମିଳୁଛି । ଧନଲାଭ ହୋଇପାରେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧ । ଚାଷୀମାନେ କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ନହେଲେେଚାଷରେ  କ୍ଷତି ହେବ। ରୋଗୀଙ୍କ  ସ୍ୱାସ୍ଥ୍ୟ ଅତୁଟ ରହିବ ।

ଧନୁ – ଗୁରୁ ଓ ଗୁରୁଜନଙ୍କ କଲ୍ୟାଣଭାଜନ ହେବେ । ଆଳସ୍ୟ ଅନୁଭବ କରିପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନର ଅଧିକାରୀ ଓ ସୁଖୀ ଏବଂ କୀର୍ତ୍ତୀମାନ୍ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

 ମକର – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ନବବସ୍ତ୍ର ପରିଧାନ କରିପାରନ୍ତି । ଆୟର ଦ୍ୱାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

କୁମ୍ଭ  – ଆୟ ଆଶାନୁରୂପ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସର୍ବତ୍ର ଶୁଭ ଆଶା କରାଯାଏ । ସତ୍ୟବାଦୀ, ପଣ୍ଡିତ ଓ ପ୍ରବାସୀ ହୋଇପାରନ୍ତି । ପିତୃଭକ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମୀନ – ଉଚ୍ଚଆଶା ଫଳବତୀ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ପାରିବାରିକ ସୁଖ ଅବ୍ୟାହତ ରହିଛି । ଭାଗ୍ୟଶାଳୀ ,କର୍ମବୀର ଓ ଉଦାର ଚରିତ୍ରଯୁକ୍ତ ଏବଂ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

Spread the love