News ରାଜ୍ୟ ରଥଯାତ୍ରା ୨୦୧୯: ପ୍ରଥମ ପର୍ଯ୍ୟାୟ ରଥକାଠ February 4, 2019February 4, 2019 Satya state ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀ ପୂର୍ବରୁ ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ଆସି ବଡଦାଣ୍ଡସ୍ଥିତ ଶ୍ରୀନହର ସମ୍ମୁଖ ରଥଖଳାରେ ପହଞ୍ଚିଛି। Post Views: 117 Spread the love