ଏଣିକି ସାରା ବିଶ୍ବରେ ଏକ ସମୟରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରଥଯାତ୍ରା

ଏଣିକି ସାରା ବିଶ୍ବରେ ଏକ ସମୟରେ ରଥଯାତ୍ରା ଅନୁଷ୍ଠିତ ହେବ । ବିଶ୍ବର ବିଭିନ୍ନ ସ୍ଥାନରେ ଅସମୟରେ ରଥଯାତ୍ରା ଉପରେ ରୋକ୍‌ ଲାଗିବ । ଏଣିକି ପୁରୀ ରଥଯାତ୍ରା ତିଥିରେ ସବୁଠି ଅନୁଷ୍ଠି ହେବ ରଥଯାତ୍ରା । କେହି ମନଇଚ୍ଛା ଶ୍ରୀଜିଉଙ୍କ ରଥଯାତ୍ରା ଅନ୍ୟ ସମୟରେ କରିପାରିବେନି । ଦେଶ ବିଦେଶରେ ବିଭିନ୍ନ ସଂସ୍ଥାଙ୍କୁ ଦିଆଯିବ ଅବଗତ ପତ୍ର । ରାଜ୍ୟ ସରକାର ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ସୂଚନା ଦେଇଛନ୍ତି ।

Spread the love