ପୁଣି ମାତିଲେ ମାଓବାଦୀ, କ୍ରସର ମେସିନ ସହ ଜାଳିଦେଲେ ଗାଡ଼ି

ରାୟଗଡ଼ା: ପୁଣି ମାତିଲେ ମାଓବାଦୀ। ରାୟଗଡ଼ାର ମୁନିଗୁଡ଼ାରେ ଲଙ୍କାକାଣ୍ଡ ଭିଆଇଛନ୍ତି ଲାଲ ବାହିନୀ । ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ନିଆଁ ଲଗାଇ ଦେଇଛନ୍ତି । ମାଓବାଦୀମାନେ କ୍ରସରରେ 2ଟି ପ୍ରୋକଲିନ ମେସିନ, 5ଟି ହାଇୱା ଏବଂ 2 ଟି ଲୋଡର ସମେତ 9 ଗାଡ଼ି ନିଆଁ ଲଗାଇ ଦେଇଛନ୍ତି ।

Spread the love