ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ

ପୁରୀ ୪।୧୨: ପୁରୀ ବେଳାଭୂମିରେ ପ୍ରଶାସନ ପକ୍ଷରୁ ଲାଗିଲା ରେଡ୍ ଫ୍ଲାଗ୍ । ବେଳାଭୂମିକୁ ଜନସାଧାରଣଙ୍କୁ ଯିବା ଲାଗି ବାରଣ କରାଯାଇଛି । ଏଥିଯୋଗୁଁ ବେଳାଭୂମିରେ ରେଡ୍ ଫ୍ଲାଗ୍ ଲଗାଯାଇଛି । ଦିଗବାରେଣୀ ଖୁଣ୍ଟଠାରୁ ଲାଇଟ୍ ହାଉସ୍ ବେଳାଭୂମି ଯାଏଁ ରେଡ୍ ଫ୍ଲାଗ୍ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ବେଳାଭୂମିରେ ପୁରୀ ଏ ନିଜେ ବୁଲି ବୁଲି ଲୋକଙ୍କୁ ବାରଣ କରିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ।

Spread the love