ଆଇପିଏସ୍‌ ସ୍ତରରେ ଅଦଳବଦଳ, ନୀତି ଶେଖର ହେଲେ ଟ୍ୱିନ୍‌ସିଟିର ଅତିରିକ୍ତ କମିଶନର୍‌

ଭୁବନେଶ୍ୱର, ୩୧/୧୨: ଭାରତୀୟ ପୋଲିସ୍‌ ସେବା ସ୍ତରରେ ଅଦଳ ବଦଳ କରାଯାଇଥିବା ଜଣାପଡ଼ିଛି । ୨୦୦୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ନୀତି ଶେଖରଙ୍କୁ ଟ୍ୱିନ୍‌ସିଟିର ଅତିରିକ୍ତ କମିଶନର୍‌ ଭାବେ ବଦଳି କରାଯାଇଛି । ସେହିପରି ଆଇପିଏସ୍‌ ରେଖା ଲେହାନୀଙ୍କୁ ପଦୋନ୍ନତି ମିଳିଛି । ମହିଳା ଏବଂ ଶିଶୁ ଅପରାଧ ବିରୋଧୀ ୱିଙ୍ଗ୍‌ର ଏଡିଜି ଭାବେ ରେଖାଙ୍କୁ ଦାୟିତ୍ୱ ଦିଆଯାଇଛି ।

Spread the love