ଦୁଇ ଆରଟିଓ ଦଲାଲ ଗିରଫ

ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ ହେଲେ ଦୁଇ ଦଲାଲ । ଧନୁପାଲି ପୋଲିସ ଦୁଇ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସ୍ଥାନୀୟ ବୁଢ଼ାରଜାର ଶିବ ମହାରଣା ଓ ରାଜାନଗରର ଶେଖ ଅସଫାଉଦିନକୁ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଗାଡି ମୋଟର କାଗଜପତ୍ର କରାଇଦେବା ପାଇଁ ଉଦ୍ୟମ କରୁଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଛି

Spread the love