ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧରୁ ମୃତ୍ୟୁ

ଶ୍ୱାସରୁଦ୍ଧରୁ ରୁଚିକାଙ୍କ ମୃତ୍ୟୁ। ଆସିଲା ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଭିସେରା ପରୀକ୍ଷା ପାଇଁ ଷ୍ଟେଟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ SFSLକୁ ନମୁନା ପଠାଯାଇଛି। ଏଯାଏ ୩ ସିନିଅର ଚିହ୍ନଟ ହୋଇନଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ରୁଚିକାଙ୍କ ଗାଁକୁ ଯାଇ କମିସନରେଟ ପୋଲିସ ତଦନ୍ତ କରିଛି।

Spread the love