ଶକ୍ତିପୀଠରେ ଷୋଡଶ ଉପଚାର ପୂଜା : ମା’ କଟକ ଚଣ୍ଡୀଙ୍କ ରାଜରାଜେଶ୍ବରୀ ଓ ମା’ ଗଡଚଣ୍ଡୀଙ୍କ ଅନ୍ନପୂର୍ଣ୍ଣା ବେଶ

କଟକ ୨।୧୦: ଶାରଦୀୟ ଷୋଡଶ ଉପଚାର ପୂଜାର ଶନିବାର ହେଉଛି ଚତୁର୍ଥ ଦିନ । ଶକ୍ତିପୀଠ ଗୁଡିକରେ ଚାଲିଛି ଜଗତଜନନୀଙ୍କ ପୂଜାର୍ଚ୍ଚନା । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହୋଇଉଠୁଛି ମନ୍ଦିର ।

ଏହି ଷୋଡଶ ଉପଚାର ପୂଜା ଅବସରରେ ଶନିବାର ମା’ କଟକ ଚଣ୍ଡୀ ରାଜରାଜେଶ୍ବରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ସେପଟେ ମା’ ଗଡଚଣ୍ଡୀଙ୍କର ଆଜି ଅନ୍ନପୂର୍ଣ୍ଣା ବେଶ ଅନୁଷ୍ଠିତ ହୋଇଛି ।

Spread the love