ଲୋକସେବା ଭବନ ନିୟନ୍ତ୍ରଣ କକ୍ଷକୁ ଅନୁଧ୍ୟାନ କଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର, ୩୧/୦୩: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା କ ରୋନା ମୁକାବିଲା ପାଇଁ ଲୋକ ସେବା ଭବନରେ ଥିବା ନିୟନ୍ତ୍ରଣ କକ୍ଷକୁ ମଙ୍ଗଳବାର  ଅନୁଧ୍ୟାନ କରିଛନ୍ତି।

Spread the love