ଘରେ ଯଦି ରଖିଛନ୍ତି ଶଙ୍ଖ ତେବେ ଜାଣି ରଖନ୍ତୁ ଏହି କଥା

 ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଆପଣ ମାନେ ଯଦି ଘରେ ଶଙ୍ଖ ରଖି ଛନ୍ତି ତେବେ କେବେ ଏହି ସବୁ ଭୁଲ କରନ୍ତୁୂ ନାହିଁନଚେତ୍ ଆପଣ ମାନଙ୍କ ସର୍ବନାଶ ସୁନ୍ଚିତ ଅଟେ ଆମର ହିନ୍ଧୁଧର୍ମ ରେ ଶଙ୍ଖ ର ବହୁତ ପରିମାଣ ରେ ମହତ୍ୱ ରହିଛି ,ପ୍ରତ୍ୟେକ ଲୋକ ମାନଙ୍କ ଠାକୁର ଘରେ ନିଶ୍ଚିତ ରୂପେ ଗୋଟିଏ ଶଙ୍ଖ ରହିଥିବ । କିନ୍ତୁ ଏହି ଶଙ୍ଖ ରଖିବାର କେତେ ଗୁଡ଼ିଏ ନିୟମ ରହିଛି ଯଦି ଆପଣ ମାନେ ଏହି ନିୟମ ର ପାଳନ କରୁ ନ ଥିବେ ତେବେ ଆପଣ ମାନଙ୍କ ଘର ର ଅମଙ୍ଗଳ ହୋଇ ପାରେ ସେମିତି ରେ ଆସନ୍ତୁ ସେହି ସବୁ ନିୟମ ବିଷୟ ରେ ଜାଣିବା ଯେଉଁ ଗୁଡ଼ିକ କି ଯଦି ଆପଣ ମାନେ ଶଙ୍ଖ ଘରେ ରଖିଛନ୍ତି ।

ତେବେ ନିଶ୍ଚିତ ଭାବେ ପାଳନ କରିବା ଦରକାର ସେମିତି ରେ ସଂନ୍ଧ୍ୟା ସମୟ ରେ ନାକାରାତ୍ମକ ଶକ୍ତି ମାନଙ୍କର ପ୍ରଭାବ ବହୁତ ଅଧିକ ପରିମାଣ ରେ ରହିଥାଏ ।ସେହି ସମୟ ରେ ହିଁ ଏହି ପରି ଶଙ୍ଖ କୁ ବଜାଜାଇ ଥାଏ । ହେଲେ ଏହାକୁ ବଜେଇବା ସମୟ ରେ ଆପଣ ମାନେ ତିନି ଥର ଏବଂ ଅଧା ହିଁ ବଜେଇବେ ,ଏହା କରିବା ଦ୍ୱାରା ଆପଣ ମାନଙ୍କର ଶୁଭ ହୋଇ ଥାଏ ,କିନ୍ତୁ ତିନି ଥର କୁ ଅଶୁଭ ବିଚାର କରାଯାଏ ,ଘରେ ଶଙ୍ଖ କୁ ରଖିବା ସମୟ ରେ ଆପଣ ମାନେ ତାହାକୁ ହଳଦିଆ କପଡା ରେ ହିଁ ବାନ୍ଧି କରି ରଖନ୍ତୁ ।

ଆପଣ ମାନଙ୍କ ଘର ର ବାସ୍ତୁ ଦୋଷ କୁ ପ୍ରଭାବିତ କରେ , ସେହି ପରି ଭାବେ ଆପଣ ମାନେ ଯେତେ ବେଳେ ବି ଶଙ୍ଖ କୁ ବଜାଉଛନ୍ତି ତେବେ କେବେ ବି ଅଧା ଗାଣ୍ଡିଆ ଶଙ୍ଖ କୁ କେବେ ବି ବଜାଇବେ ନାହିଁ , ଏବଂ ସେମିତି କ୍ଷେତ୍ର ରେ ଯେଉଁ ଘର ମାନଙ୍କ ରେ ଏହି ଶଙ୍ଖ ରହି ନ ଥାଏ । ତେବେ ସେହି ଘରେ ମାତା ଲକ୍ଷ୍ମୀ ଙ୍କର କୃପା ମିଳେ ନାହିଁ , ସେହି ଘରେ ସବୁ ବେଳେ ଧନ ର ଅଭାବ ଦେଖା ଦିଏ , ସେହି ପରି ବେଳେ ଶଙ୍ଖ କୁ ସବୁ ବେଳେ ଉଚ୍ଛ ସ୍ଥାନ ରଖିବା ଆବଶ୍ୟକ ଅଟେ , ଆପଣ ମାନେ ଯଦି ପ୍ରତ୍ୟେକ ଦିନ ଏହି ଶଙ୍ଖ କୁ ବଜେଇବେ ତେବେ ଆପଣ ମାନଙ୍କର ହାର୍ଟ ଜନିତ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ।

ଏହି ଶଙ୍ଖ ହେଉଛି ଗୋଟିଏ ବହୁତ ପବିତ୍ର ଜିନିଷ ତେବେ ଯେତେ ବେଳେ ବି ଆପଣ ମାନେ ଏହି ଶଙ୍ଖ କୁ ଧରୁଛନ୍ତି , ତେବେ ଆପଣ ମାନେ ସ୍ନାନ କରି ଥିବା ଦରକାର ,ସେମିତି ରେ ଆପଣ ମାନେ ଯଦି ମାତା ଲକ୍ଷ୍ମୀ ଙ୍କର କୃପା କୁ ପାଇବା ପାଇଁ ଚାହାଁନ୍ତି ,ତେବେ ଯଦି ଆପଣ ମାନେ ଘରେ ଦୁଇଟି ଶଙ୍ଖ କୁ ରଖନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙଅକୁ ତାଙ୍କର ଆଶିଷ ମିଳିବ ।

Spread the love