ନଗସପୁର ସରପଞ୍ଚଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନଗସପୁର ପଞ୍ଚାୟତର ସରପଞ୍ଚ  ସୁଧାଂଶୁ ଶେଖର ଭୂୟାଁଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କରୋନାର ମୁକାବିଲା  ବେଳେ ସରପଞ୍ଚ କ୍ଷମତାର ଅପବ୍ୟବହାର କରିବା ତଥା ମହିଳା ଆୟୁଷ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା  ଅଭିଯୋଗରେ ନଗସପୁର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ଗିରଫ ହୋଇ ଜେଲ ଯାଇଥିଲେ।

Spread the love