ସଂସ୍କାର ହିଁ ଅପରାଧ ରୋକିପାରେ, ସରକାର ନୁହେଁ

ପିତା ମାତା ଠାରୁ ବଡ ଦେବତା କେ ସରଗ ରାଇଜେ ନାହିଁ,
ତାଙ୍କରି ଆଶିଷ ସାହା ଏକା ସିନା ବିପଦୁଁ ତରିବା ପାଇଁ ।
ମଣିଷକୁ ସେତେବେଳେ ବେଶି ବାଧେ ଯେଉଁଠି ସେ ତା ନିଜ ଅଧିକାର ହରେଇ ବସେ !

କଥା ହେବା ପାଇଁ ସମୟ ନୁହେଁ ଇଛାଟା ହିଁ ବେଶି ଜରୁରୀ !

କେବଳ ମୁଁ ହିଁ ଠିକ୍
ଏହା ହିଁ ଭୁଲ୍ ଧାରଣା*
ସେଥିପାଇଁ ତ ସବୁ ସମ୍ପର୍କ ଭାଙ୍ଗିରୁଜି ଯାଏ ।

ସଂସ୍କାର ହିଁ ଅପରାଧ ରୋକିପାରେ
ସରକାର ନୁହେଁ ।

କିଛି ଲୋକ ସମ୍ପର୍କ ରଖନ୍ତି କେବଳ ନିଜ ସ୍ବାର୍ଥ ପାଇଁ ।

ଯେଉଁ ଲୋକମାନଙ୍କ ପାଖରେ Humanity ବା ମଣିଷ ପଣିଆ ନ ଥାଏ, ସେମାନଙ୍କ ପାଖରେ Relation ର Value ମଧ୍ୟ କିଛି ବି ନ ଥାଏ ।

Spread the love