ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍କୁଲ ପିଲା

ଲୁଟେରାକୁ କାବୁ କଲେ ସ୍କୁଲ ପିଲା । ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନ ପଶି ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା । ଲୁଟେରାକୁ ଧରି ନିସ୍ତୁକ ମାଡ ମାରିବା ପରେ ପୁଲିସ ଜିମା ଦେଇଛନ୍ତି ଛାତ୍ର । ମଂଚେଶ୍ୱର ପୁଲିସ ଲୁଟେରାକୁ ଥାନାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love