IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ମୋଟ ଅଠର ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି।ଅଗ୍ନିଶମ ଡିଜି ହେଲେ ସୁଧାଂଶୁ ଷଡ଼ଙ୍ଗୀ । ଆଶିଷ ସିଂହ ହେଲେ ଆଇଜି ସେଣ୍ଟ୍ରାଲ ରେଞ୍ଜ । ଅମିତାଭ ଠାକୁର ହେଲେ ପରିବହନ କମିଶନର।ନରସିଂହ ଭୋଳ ହେଲେ ଅବକାରୀ କମିଶନର। ମିତ୍ରଭାନୁ ମହାପାତ୍ର ହେଲେ ରାଉରକେଲା ଏସ୍‌ପି। ମୁକେଶ କୁମାର ହେଲେ ସମ୍ବଲପୁର ଏସ୍‌ପି ।ଖିଲାରୀ ଋଷିକେଶ ହେଲେ ବଲାଙ୍ଗିର ଏସ୍‌ପ।

Spread the love