ପୁରୀ: ମୋ ବସ-କାର ଓ ବାଇକ ଦୁର୍ଘଟଣା, ଜଣେ ମୃତ

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍। ପୁରୀ ବାଲିଘାଇ ରେଞ୍ଜ ଅଫିସ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । କାର ବାଇକ ଏବଂ ମୋ ବସ ମଧ୍ୟରେ ଦୁର୍ଘଟଣା ହୋଇଛି l କାର ବାଇକ ଦୁର୍ଘଟଣା ସମୟରେ ମୋ ବସ ଭର ସାମ୍ୟ ହରାଇ ଗଛର ପିଟି ହୋଇଯାଇଛି। ଯାହା ଫଳରେ ୧୪ରୁ  ଅଧିକ ଯାତ୍ରୀ ଆହତ  ହୋଇଥିବା ସୂଚନା ମିଳିଛି ଓ ଜଣେ କାର ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Spread the love