ସଚେତନତାର ବାର୍ତ୍ତା ଦେଲେ କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା

ଭୁବନେଶ୍ୱର, ସଚେତନତା ର ବାର୍ତ୍ତା ଦେଲେ କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା । ସେ ଏକ ଭିଡ଼ିଓ ବାର୍ତ୍ତା ଜରିକରି କହିଛନ୍ତି ଯେ ବର୍ତ୍ତମାନ କାରୋଣ ଭୁତାଣୁ ବର୍ତ୍ତମାନ ସାରା ଦେଶରେ ବ୍ୟପିଗଳନୀ ଆମ ଦେଶର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କରନା ରୁ ବର୍ତ୍ତିବା ପାଇଁ ଯାଉଁ ସବୁ ପଦକ୍ଷେପ ନେଇଛନ୍ତି ତାହାକୁ ସେ ପସନ୍ଦ କରୁଛନ୍ତି ।

ସେ ଏହି ଭିଡିଓ ରେ ପ୍ରତିଟି କଂଗ୍ରେସ କର୍ମୀ ଙ୍କୁ ତୃଣମୂଳ ସ୍ତରରୁ ସରକାର ନେଇଥିବା ପଦକ୍ଷେପ କିପରି କାର୍ଯ୍ୟକାରୀ ହେବ ସେନେଇ ସାହାର୍ଯ୍ୟ କରିବା ଦରକାର ଏହା ସହ ଯେଉଁମାନେ ବାହାରେ ଥିବା ଶ୍ରମିମାନଙ୍କ ଖାଦ୍ୟ ପେୟ ବିଷୟ ସହ ମୌଳିକ ସୁବିଧା ଗୁଡ଼ିକ ପାଉଛନ୍ତି କି ନାହିଁ ତାହା ତଦନ୍ତ କରିବା ଉଚିତ୍ ବୋଲି କହିବା ସହ ଯେଉଁ ମାନେ ନାମ ପଞ୍ଜିକରଣ କରିନାହାନ୍ତି ସେମାନଙ୍କ ବିଷୟ ରେ ଜାଣିବା ଦରକାର । ଏହି କରନା ଭୁତାଣୁ ରୁ ବର୍ତିବା ପାଇଁ ବର୍ତ୍ତମାନ ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ କହିଛନ୍ତି।

Spread the love