ଆଶ୍ରମର ପିଲାଙ୍କୁ ଭୋଜନ କରାଇଲେ “ବିନୀତା ଓ ଦୀପ୍ତି “

ସୁସ୍ଥ ସମାଜ ସେତେବେଳେ ଗଠିତ ହୁଏ, ଯେତେବେଳେ ଶିଶୁଟିଏ ଶିକ୍ଷିତ ହୁଏ l ସମୃଦ୍ଧି ର ସ୍ଵାକ୍ଷର ହିଁ ଶିଶୁ l ଶିଶୁର ସ୍ୱାସ୍ଥ୍ୟ ହିଁ ସମାଜ ର ସମ୍ପଦ l ଆଜିର ଶିଶୁ ସମାଜ ଭୋକ ର ବିଭୀଷିକା ରେ କବଳିତ l ଏମିତି ଘଡି ସନ୍ଧି ମୁହୂର୍ତ୍ତରେ ବିନୀତା ମ୍ୟାଡ଼ାମ ଏବଂ ଦୀପ୍ତି ମ୍ୟାଡ଼ାମ ଦେବ ଦୂତ ପରି ଆଗେଇ ଆସିଥିଲେ “ଆଶ୍ରୟ “ଆଶ୍ରମକୁ l

ଆଶ୍ରମ ର ସମସ୍ତ ପିଲାଙ୍କୁ ବହି ଖାତା ଏବଂ ସମସ୍ତ ପଢ଼ା ସାମଗ୍ରୀ ବଣ୍ଟନ କରିବା ସହିତ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରିଥିଲେ l ସେମାନଙ୍କୁ ସହଯୋଗ କରିଥିଲେ HLT (Humanity Learner Trust )ର ପଶୁପ୍ରେମୀ ପ୍ରଦୀପ ଦାସ, ବର୍ଷା ଦାସ, ସରୋଜ ଝା, ମମତା ମ୍ୟାଡ଼ାମ ଏବଂ ସନ୍ତୋଷ ରାଜ l ଶିଶୁ କଲ୍ୟାଣ ପାଇଁ ଗୋଟେ ପରେ ଗୋଟେ ଉନ୍ନତି ମୂଳକ କାର୍ଯ୍ୟ କରି ଆସୁଥିବା HLT TEAM କୁ ଭଗବାନ ସବୁବେଳେ ଦେବାର ଯୋଗ୍ୟ କରନ୍ତୁ1

Spread the love