ଅଣଓଡ଼ିଆଙ୍କୁ ବୁଝାଇବା ଆଦୌ ଗ୍ରହଣୀୟ ନୁହେଁ : ସୋନାଲି ସାହୁ

ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ସହ ଅଛନ୍ତି । ଏକ ସୁସ୍ଥ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ । କିନ୍ତୁ କିଛି କୁଚକ୍ରୀ ଏହା ବିରୋଧରେ ଯିବାକୁ ଚେଷ୍ଟା କରୁଛନ୍ତି । ମହାପ୍ରଭୁ ଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ତେଣୁ ଏକଥା ଆମକୁ କେହି ଅଣଓଡ଼ିଆ ବୁଝାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୋନାଲି ସାହୁ ।

Spread the love