ଅବକାରୀ ବିଭାଗ ଚଢ଼ଉ, ମଦ ଜବତ, ୧ ଗିରଫ

ସୋର, ୨୦/୮:  ବାଲେଶ୍ୱର ଜିଲ୍ଲା  ସୋର ଅବକାରୀ ବିଭାଗ ପକ୍ଷରୁ ଷୋଳ ଗାଁ ର ଶ୍ରୀଧର ମଲିକଙ୍କ ଘରେ ଚଢ଼ାଉ କରି ତାଙ୍କ ଘରପଛ ପଟରୁ ଏକ ବସ୍ତା ଭର୍ତି ଜିଂଜର ଜବତ କରିଥିବା ସୂଚନା ମିଳିଛି | ପାଖାପାଖି ୩୬ ଲିଟର ଜିଂଜର ଜବତ କରି ଶ୍ରୀଧର ମଳିକଙ୍କୁ ଗିରଫ କରିଛି | ଏହି ଚଢ଼ାଉ ବେଳେ ସୋର ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା, ଏଏସଆଇ ଉର୍ମିଳା ବେହେରା ଏବଂ ଦେବାଶିଷ ମଲିକ ଉପସ୍ଥିତ ଥିଲେ |

Spread the love