ସୋର ବ୍ଲକରେ ଦୁଇ କରୋନା ପଜିଟିଭ

ସୋର, ୩୦/୦୪: ବାଲେଶ୍ୱର ଜିଲ୍ଲାରେ ଧିରେଧିରେ  କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଏଥିରେ ସୋର ବ୍ଲକ ଯୋଡି ହୋଇଯାଇଛି। ଗତକାଲି ବାଲେଶ୍ଵର ଜିଲ୍ଲାର ୩ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ସୋର ବ୍ଲକ ତଳନଗର ଅଂଚଳର ହୋଇଥିବା ବେଳେ ଆଉ ଜଣେ ଖଇରା ବ୍ଲକର ସବିରା ପଂଚ।ୟତର ବୋଲି ଜଣାପଡିଛି। ଖଇରା ବ୍ଲକ ଅନ୍ତରା ପଂଚ।ୟତ ୨ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Spread the love