ଉଲ୍ଲେଖନୀୟ ଅବଦାନ ପାଇଁ ସୌରଭ ସମ୍ମାନିତ

ଭୁବନେଶ୍ୱର:  ଜଗନ୍ନାଥ ଧାମ ପୁରୀ ରେ ବେଶ ଜଣାଶୁଣା ଉତ୍କଳ ର ଭାଷା ସାହିତ୍ୟ ଓ ସଂକୃତିର ଅହରହ ଉଦ୍ୟମରେ ସାମ୍ବାଦିକର କର୍ତ୍ତବ୍ୟ କରିଆସୁଛନ୍ତି ସୌରଭ ମହାପାତ୍ର। ଆଇନୀଜୀବୀ ଭାବରେ ଆପଣଙ୍କ ପ୍ରତିଭା ଓ ଯୁବ ସାମ୍ବାଦିକ ଏବଂ ସମାଜସେବୀ ଭାବରେ ଦାୟିତ୍ୱ ତୁଲାଇ ଓଡିଶାରୁ ଅନେକ ଅନୁଷ୍ଠାନ ଠାରୁ ସମ୍ମାନୀତ ହୋଇ ପୁରୀ ଶ୍ରୀକ୍ଷେତ୍ର ମାଟି ପାଇଁ ଅନେକ ଗୌରବ ଆପଣଙ୍କ ପରି ସାରସ୍ୱତ ସାଧକଙ୍କୁ ସମ୍ମାନ ଜଣାଇ ଓଡିଶା ପ୍ରତିଭା ପୂଜା ସଂସଦ ସାତ ତମ ରାଜ୍ୟ କବି ସମ୍ମିଳନୀ ଯୁବ ସାମ୍ବାଦିକ ଓ ସମାଜସେବୀ ସମ୍ମାନ -2023 ପ୍ରଦାନ କରିଛନ୍ତି। ଆଇନୀଜୀବୀ ଭାବରେ ଆପଣଙ୍କ ପ୍ରତିଭା ଓ ଯୁବ ସାମ୍ବାଦିକ ଏବଂ ସମାଜସେବୀ ଭାବରେ ଦାୟିତ୍ୱ ତୁଲାଇ ଓଡିଶାରୁ ଅନେକ ଅନୁଷ୍ଠାନ ଠାରୁ ସମ୍ମାନୀତ ହୋଇ ପୁରୀ ଶ୍ରୀକ୍ଷେତ୍ର ମାଟି ପାଇଁ ଅନେକ ଗୌରବ ଆପଣଙ୍କ ପରି ସାରସ୍ୱତ ସାଧକଙ୍କୁ ସମ୍ମାନ ଜଣାଇ ଓଡିଶା ପ୍ରତିଭା ପୂଜା ସଂସଦ ସାତ ତମ ରାଜ୍ୟ କବି ସମ୍ମିଳନୀ ଯୁବ ସାମ୍ବାଦିକ ଓ ସମାଜସେବୀ ସମ୍ମାନ -2023 ପ୍ରଦାନ କରିଛନ୍ତି।

Spread the love