ବୁଧବାର ଅପରାହ୍ନ ୪ଟାରୁ କାଳିଆ ଦର୍ଶନ ବନ୍ଦ

ପୁରୀ ୨୩।୧୧: ବୁଧବାର ଅପରାହ୍ନ ୪ଟାରୁ କାଳିଆ ଦର୍ଶନ ବନ୍ଦ । ମାର୍ଗଶୀର ମାସ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଯାହା ଫଳରେ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।ଏହି ସମୟରେ ମହାପ୍ରଭୁଙ୍କୁ ସଧାରଣ ଭକ୍ତ ଦର୍ଶନ କରିପାରିବେନାହିଁ ।

Spread the love